41.1 C
Bhubaneswar
Sunday, April 28, 2024
Homeକରୋନାଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ କରୋନା ପଜିଟିଭ

ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ କରୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପତ୍ନୀ କରୋନା ପଜିଟିଭ ହେବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜକୁ ଆଇସୋଲେଟ କରିନେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ବି ନିଜକୁ ଆଇସୋଲେଟ କରିଛନ୍ତି । ଯେତେବେଳେ କି ମୁଖ୍ୟମନ୍ତ୍ରୀ ନିଜେ କ୍ୱାରେଣ୍ଟିନରେ ରହିଛନ୍ତି ।
ଅରବିନ୍ଦ କେଜ୍ରିୱାଲ ଗତବର୍ଷ ଜୁନରେ କରୋନା ସମ୍ବନ୍ଧିତ କିଛି ଖବର ସାମ୍ନାକୁ ଆସିଥିଲା । ମାତ୍ର ସେତେବେଳେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଦିଲ୍ଲୀର ବର୍ତମାନ ସ୍ଥିତିରେ ଅରବିନ୍ଦ କେଜ୍ରିୱାଲ ଆକ୍ଟିଭ ରହିଛନ୍ତି । ବୈଠକ ସହିତ ଅନେକ ସ୍ଥାନ ମଧ୍ୟ ପରିଦର୍ଶନ କରୁଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ, ରାଜଧାନୀ ଦିଲ୍ଲୀରେ ଲଗାତର ଭାବରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ମାମଲା ସାମ୍ନାକୁ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking