28.9 C
Bhubaneswar
Sunday, May 5, 2024
Homeଓଡିଶାଯୁବତୀଙ୍କ ଶବ କୁକୁର ଝୁଣିଲେ

ଯୁବତୀଙ୍କ ଶବ କୁକୁର ଝୁଣିଲେ

ନବରଙ୍ଗପୁର: ନବରଙ୍ଗପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତଦେହକୁ ଝୁଣି ଖାଉଛନ୍ତି କୁକୁର । ସଦର ମହକୁମା କୁସୁମଝର ଡ୍ୟାମରେ ଗଳିତ ମୃତଦେହ ଠାବ କରାଯାଇଛି । ଗଳିତ ମୃତଦେହଟି ଜଣେ ଯୁବତୀଙ୍କର ହୋଇଥିବା ସନ୍ଦେହ କରାଯାଉଛି । ପଚା ଶବଟି ପ୍ରାୟ ୨୦-୨୫ଦିନ ତଳର ହୋଇଥିବା ଜଣାପଡୁଛି । ଯୁବତୀଙ୍କ ମୃତ୍ୟୁ କେମିତି ହେଲା ତାହା ଅସ୍ପଷ୍ଟ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
https://onakhabar.com/2020/01/02/suicide-19/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking