40.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ମିଳିଲାନି ଶବ ବାହକ ଆମ୍ବୁଲାନ୍ସ

ପୁଣି ମିଳିଲାନି ଶବ ବାହକ ଆମ୍ବୁଲାନ୍ସ

କଳାହାଣ୍ଡି: ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଅଭାବ ନିୟ ଘଟଣା । ଶବ କୁ କାନ୍ଧରେ ବୋହିଲେ ସମ୍ପର୍କୀୟ । ମୃତକ ଲାଞ୍ଜିଗଡ ବ୍ଲକ ସୁକନା ଭଟା ଗ୍ରାମର କୁନି ନାୟକ । ଗତ ୬ ଦିନହେଲା ଜ୍ଵର ରେ ପୀଡିତ ହୋଇ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନା ରେ ଭର୍ତ୍ତି ହୋଇ ଚିକିତ୍ସତ ହାଉଥିଲେ । ଆଜି ସନ୍ଧ୍ୟାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା  ତେବେ ଦୀର୍ଘ ସମୟ ଧରି ଶବ ବାହକ ଆମ୍ବୁଲାନ୍ସ କର୍ତ୍ତୃପକ୍ଷ ଯୋଗାଇ ନଦେବାରୁ ମେଡିକାଲ ରେ କିଛି ସମୟ ପାଇଁ ଉତେଜନା ହୋଇଥିଲା । ଏ ପରିକି ଘଟଣାସ୍ଥଳକୁ ପୋଲିସ କୁ ଆସିବାକୁ ପଡିଥିଲା । ତଥାବି ଆମ୍ବୁଲେନ୍ସ ନମିଳିବାରୁ ସମ୍ପର୍କୀୟ ମାନେ ବାଧ୍ୟହୋଇ ଶବ କୁ କାନ୍ଧରେ ବୋହିନେଇଥିଲେ  । କିଛି ବର୍ଷ ପୂର୍ବେ ନିଜ ସ୍ତ୍ରୀ ର ଶବ ବୋହି ଚର୍ଚ୍ଚାକୁ ଆସିଥିଲା ଦାନମଝି । ଏବଂ ଏହା ଜାତୀୟ ସ୍ତରରେ ଚର୍ଚ୍ଚା ହେବାପରେ ରାଜ୍ୟସରକାର ମହାପ୍ରୟାଣ ଯୋଜନା ଆରମ୍ଭ କରିଥିଲେ ।
https://onakhabar.com/2020/01/02/husband-and-wife-dead-in-electric-shock/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking