40.1 C
Bhubaneswar
Saturday, April 27, 2024
Homeଓଡିଶାହୀରାକୁଦକୁ ଫାଟ ବିପଦ !

ହୀରାକୁଦକୁ ଫାଟ ବିପଦ !

ସମ୍ବଲପୁର : ହୀରାକୁଦ ଡ୍ୟାମର ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହେଲା ପ୍ରଶ୍ନବାଚୀ । ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ବଢିଲା ଚର୍ଚ୍ଚା । ଅପରେସନ ଗ୍ୟାଲେରୀ , ଫାଉଣ୍ଡେସନ ଗ୍ୟାଲେରୀ ରେ ରହିଛି ଫାଟ । ଉଭୟ ବାମ ଓ ଦକ୍ଷିଣ ସିଲୱେ ଗେଟ୍ ସ୍ୱାଫ୍ଟ ସ୍ଲୁଇସ ବ୍ୟାରେଲ ରେ ଫାଟ । ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ ନିରୀକ୍ଷଣ କରିବାକୁ ଚିଠି । ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଲେ ଡ୍ୟାମ ସେଫ୍ଟି ମୁଖ୍ୟଯନ୍ତ୍ରୀ । ୨୦୨୦ ରେ ଡିଏସଆରପି ଟିମ୍ ଯାଂଚ କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ । ସିଲୱେ ତଳମୁଣ୍ଡ ଯାଂଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ । ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ପରାମର୍ଶ ଦିଆଯାଇଥିଲା । ତେବେ ୧୯୯୯ ପରଠାରୁ ଆଉ ସର୍ଭେ କରାଯାଇନଥିବା ସୂଚନା । ତେଣଉ ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ସର୍ଭେ କରିବାକୁ ମୁଖ୍ୟଯନ୍ତ୍ରୀଙ୍କ ଚିଠି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking