34.1 C
Bhubaneswar
Saturday, April 27, 2024
Homeଓଡିଶା୧୨ଟା ସୁଦ୍ଧା ବର୍ଥିଂରୁ ଜାହାଜ ଖାଲି ନିର୍ଦ୍ଦେଶ

୧୨ଟା ସୁଦ୍ଧା ବର୍ଥିଂରୁ ଜାହାଜ ଖାଲି ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ଦୃଷ୍ଟିରୁ ପାରାଦୀପ ବନ୍ଦରରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି ।  ୧୨ଟା ସୁଦ୍ଧା ବର୍ଥିଂରୁ ଜାହାଜ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦିଆଯାଇଛି । ଆଙ୍କରେଜରୁ ସମୁଦ୍ର ଭିତରକୁ ନିରାପଦ ଦୂରତା ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାଲ ପରିବହନ କାର୍ଯ୍ୟ ମଧ୍ୟାହ୍ନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ।  ବାତ୍ୟା ୟାସ ପାଇଁ ୪ଟି ବନ୍ଦର ଲାଗି ବିପଦ ସଂକେତ ଜାରି କରାଯାଇଛି ।  ପାରାଦୀପ ଓ ଧାମରା ପାଇଁ ୪ ନମ୍ବର ବିପଦ ସକେଂତ ଜାରି ରହିଛି ।  ପୁରୀ ଓ ଗୋପାଳପୁର ପାଇଁ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking