26.1 C
Bhubaneswar
Wednesday, May 8, 2024
Homeଓଡିଶାଔଷଧ ଓ ଷ୍ଟାଫ୍ ମାଗିଲା ଏସସିବି

ଔଷଧ ଓ ଷ୍ଟାଫ୍ ମାଗିଲା ଏସସିବି

ଭୁବନେଶ୍ୱର: କରୋନା ମୁକାବିଲା ନେଇ ଡିଏମଇଟିକୁ ଚିଠି ଲେଖିଛନ୍ତି ଏସସିବି ମେଡିକାଲ ଅଧିକ୍ଷକ । ଔଷଧ ଓ ଷ୍ଟାଫ୍ ନେଇ ଡିଏମଇଟିକୁ ଏସସିବି ମେଡିକାଲ୍ ଅଧିକ୍ଷକ ଚିଠି ଲେଖିଥିବା ସୂଚନା ମିଳିଛି । ଏହି ଚିଠିରେ କରୋନା କିଟ୍‌, ମାସ୍କ, ଥର୍ମୋ ସେନ୍ସର ଆଜି ଯନ୍ତ୍ରାଂଶ ନେଇ ଉଲ୍ଲେଖ ରହିଥିବା ଜଣାପଡିଛି । ୨୭ ଜଣ ଷ୍ଟାଫ୍ ନର୍ସ, ୪ ଫାର୍ମାସିଷ୍ଟ, ୧୨ ଗ୍ରୁପ୍ ଡି ଓ ୪ ସୁରକ୍ଷା କର୍ମୀ ମାଗିଛନ୍ତି ଏସସିବି ମେଡିକାଲ୍ କର୍ତୁପକ୍ଷ । ଔଷଧ ଓ ଷ୍ଟାଫ୍ ତୁରନ୍ତ ଯୋଗାଇ ଦେବାକୁ ଏସସିବି କର୍ତୁପକ୍ଷ କହିଛନ୍ତି ।
https://onakhabar.com/2020/03/13/google-employee-carona-attack/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking