39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭୁଷୁଡିଲା ପାଚେରୀ; ୯ ମୃତ

ଭୁଷୁଡିଲା ପାଚେରୀ; ୯ ମୃତ

ନୂଆଦିଲ୍ଲୀ: ହାଇଦ୍ରାବାଦରେ ପାଚେରୀ ଭୁଷୁଡି ପଡିବାରୁ ୯ ଜଣଙ୍କ ଶୋଚନୀୟ ଭାବରେ ମୃତ୍ୟୁ ଘଟିଛି । ବାନ୍ଦଲାଗୁଡା ଅଂଚଳରେ ପ୍ରବଳ ବର୍ଷାରୁ ନିର୍ମାଣଧୀନ ପାଚେରୀ ଭୁଶୁଡିପଡିଛି । ୯ ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ଅନ୍ୟ ୩ ଗୁରୁତର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାଖରେ ଥିବା ଘର ଉପରେ ନିର୍ମାଣଧୀନ ପାଚେରୀ ଭୁଶୁଡି ପଡିବାରୁ ଅଘଟଣ ଘଟିଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଏହି ଅଘଟଣର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ଗତକାଲି ଏହି ଅଘଟଣଟି ଘଟିଛି । ହାଇଦ୍ରାବାଦ ଲୋକସଭା ସାଂସଦ ଅସଦୁଦ୍ଦିନ ଓବୈସି କହିଛନ୍ତି ଯେ ପ୍ରବଳ ବର୍ଷା ହେତୁ ବାନ୍ଦଲାଗୁଡାର ମହମ୍ମଦିଆ ପାହାଡରେ କାନ୍ଥ ଭୁଶୁଡ଼ିବା ପରେ ୯ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ ୨ ଜଣ ଆହତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking