28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗବିଧାନସଭା ପାଇଁ କୋଭିଡ ଟେଷ୍ଟ

ବିଧାନସଭା ପାଇଁ କୋଭିଡ ଟେଷ୍ଟ

ଭୁବନେଶ୍ୱର : ଆସନ୍ତା  ମାର୍ଚ୍ଚ ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ୨ୟ ପର୍ଯ୍ୟାୟ ଅଧିବେଶନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନିଆଯିବ । ବିଧାନସଭାକୁ ପ୍ରବେଶ କରିବାକୁ ଥିବା ସମସ୍ତଙ୍କର ହେବ କୋଭିଡ ଟେଷ୍ଟ ।  ସବୁ ବିଧାୟକଙ୍କ କୋଭିଡ ଟେଷ୍ଟ ହେବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଆଣ୍ଟିଜେନ ଟେଷ୍ଟ କରାଯିବ । ଦୁଇ ଘଣ୍ଟା ମଧ୍ୟରେ ସମସ୍ତଙ୍କୁ ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଯେଉଁମାନଙ୍କର ନେଗେଟିଭ୍ ରିପୋର୍ଟ ଆସିବ ସେମାନଙ୍କୁ ବିଧାନସଭାକୁ ଯିବାକୁ ଅନୁମତି ଦିଆଯିବ ବୋଲି ସେ ଦର୍ଶାଇଛନ୍ତି । ସୂଚନାଥାଉକି, ମାର୍ଚ୍ଚ ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking