25.1 C
Bhubaneswar
Thursday, May 9, 2024
Homeବ୍ରେକୀଙ୍ଗଲିଙ୍ଗରାଜ ମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ଲିଙ୍ଗରାଜ ମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର, (ଓଏନଏ ): ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନେଇ ବିଏମସି କମିଶନର ସୂଚନା ପ୍ରଦାନ କରିଛନ୍ତି । ମନ୍ଦିର ପ୍ରବେଶ ପାଇଁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଲିଙ୍ଗରାଜ ମନ୍ଦିର ଭିତରକୁ ସମସ୍ତଙ୍କୁ ସ୍କ୍ରିନିଂ କରି ଛଡାଯିବ । ସ୍କ୍ରିନିଂ ବେଳେ କୋଭିଡ ଲକ୍ଷଣ ଦେଖାଗଲେ ଟେଷ୍ଟ କରାଯିବ । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ପ୍ରସିଦ୍ଧ ମନ୍ଦିର ଖୋଲିବା ନେଇ ଅନୁମତି ମିଳିସାରିଛି । ଦର୍ଶନ ସମୟରେ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ପଡୁଥିବା ବେଳେ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିରରେ ମଧ୍ୟ ଯେଉଁ ଭକ୍ତ ଦର୍ଶନ ପାଇଁ ଯିବେ ସେମାନଙ୍କୁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯାହାକୁ ନେଇ ଅନକେ ଶ୍ରଦ୍ଧାଳୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking