28.1 C
Bhubaneswar
Friday, April 26, 2024
Homeକରୋନାକରୋନା ଭାଇରସ : ଭାରତରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

କରୋନା ଭାଇରସ : ଭାରତରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ଭାଇରସରେ ବୁଧବାର ଦେଶରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ବୁଧବାର ଚିକିତ୍ସା ସମୟରେ ଗୁଜରାଟର ଅହମ୍ମଦାବାଦରେ ଜଣେ ୮୫ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଏହାସହିତ ଏହି ମାରାତ୍ମକ ଭାଇରସରେ ଗୁଜରାଟରେ ଦ୍ୱିତୀୟ ମୃତ୍ୟୁ ଘଟିଛି। ଏହି ମହାମାରୀ ଦ୍ୱାରା ମହାରାଷ୍ଟ୍ର ଏବଂ କେରଳ ଅଧିକ ପ୍ରଭାବିତ ହୋଇଛି। ମହାରାଷ୍ଟ୍ରରେ ୧୧୨ ଏବଂ କେରଳରେ ୧୦୫ ଜଣ ଲୋକଙ୍କଠାରେ ପଜିଟିଭ ଆସିଥିବା ଜଣାପଡ଼ିଛି। ତେବେ କରୋନାର ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପର୍ଯ୍ୟନ୍ତ ଲକ ଡ଼ାଉନ୍ ଘୋଷଣା କରିଛନ୍ତି।
https://onakhabar.com/2020/03/25/covid-19-patient-died-in-country-toll-rises-to-11/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking