36.1 C
Bhubaneswar
Thursday, May 2, 2024
Homeଓଡିଶାବିଜେପି ସିଇଓଙ୍କୁ ଫେରାଦ

ବିଜେପି ସିଇଓଙ୍କୁ ଫେରାଦ

ଭୁବନେଶ୍ୱର : ପୁଣି ବିଜେଡି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି ଟିମ୍ । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିରୋଧରେ ଫେରାଦ ଦେଲା ବିଜେଡି । ପ୍ରଚାର ବେଳେ ସାଧାରଣ ଲୋକେ ତାଙ୍କୁ ଜଳ ସମସ୍ୟା ଜଣାଇଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା ଲୋକେ ବିରୋଧ କରିଥିଲେ । ଘଟଣାକୁ ୫ ଦିନ ବିତିଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି କହିଲେ ସତ୍ୟବ୍ରତ ପଣ୍ଡା । ବ୍ରହ୍ମପୁରରେ ହାବିଲଦାର ସଂଘ କର୍ମକର୍ତ୍ତା ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking