28.1 C
Bhubaneswar
Thursday, May 2, 2024
Homeଓଡିଶାନନ୍ଦନକାନନରେ ଧଳା ବାଘୁଣୀ ସ୍ନେହା ମୃତ

ନନ୍ଦନକାନନରେ ଧଳା ବାଘୁଣୀ ସ୍ନେହା ମୃତ

 ଭୁବନେଶ୍ୱର : ନନ୍ଦନକାନନର ଧଳା ବାଘୁଣୀ ସ୍ନେହା ମୃତ । ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ବାଘୁଣୀ ସ୍ନେହାର ମୃତ୍ୟୁ ହୋଇଛି । ଗତକାଲି ଅସୁସ୍ଥ ହେବାରୁ ତାକୁ ସାଲାଇନ୍ ଲଗାଇ ଚିକିତ୍ସା କରାଯାଉଥିଲା । ବାଘୁଣୀ ସ୍ନେହାକୁ ୧୪ ବର୍ଷ ହୋଇଥିଲା । ୨୦୧୦ ମସିହାରେ ନାଲି ରଙ୍ଗର ମହାବଳ ବାଘ ନିଶାନ ଓ ଧଳା ରଙ୍ଗର ବାଘୁଣୀ କୁସୁମଙ୍କ ମିଳନରୁ ଜନ୍ନଲାଭ କରିଥିଲା ବାଘୁଣୀ ସ୍ନେହା । ସେ ତିନି ଥର ଗର୍ଭ ପ୍ରସବ କରି ମୋଟ ୮ଟି ଶାବକର ଜନନୀ ହୋଇପାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking