38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନବ ସଂକଳ୍ପ ଶିବିରରେ ଓଡିଶାରୁ ୭ ଜଣଙ୍କ ନାଁ ଘୋଷଣା

ନବ ସଂକଳ୍ପ ଶିବିରରେ ଓଡିଶାରୁ ୭ ଜଣଙ୍କ ନାଁ ଘୋଷଣା

ଉଦୟ ପୁର: ଉଦୟପୁର ଠାରେ ଜାତୀୟ କଂଗ୍ରେସର ନବସଂକଳ୍ପ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସ୍ତରରେ ରାଜନୈତିକ ବ୍ୟାପାର କମିଟି ଗଠନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ତେବେ ଓଡିଶା ପ୍ରଦେଶ କଂଗ୍ରେସ ରୁ ୭ ଜଣଙ୍କ ନାମ ମନୋନୀତ କରାଯାଇଛି । ସେମାନେ ହେଲେ, ଶ୍ରୀ ନିରଂଜନ ପଟ୍ଟନାୟକ , ଶ୍ରୀ ନରସିଂହ ମିଶ୍ର, ଶ୍ରୀ ଚିରଂଜୀବ ବିଶ୍ୱାଳ, ଶ୍ରୀ ସପ୍ତଗିରି ଶଙ୍କର ଉଲ୍ଲାକା ,ଶ୍ରୀ ଗଣେଶ୍ୱର ବେହେରା, ଶ୍ରୀମତି ବନ୍ଦିତା ପରିଡା, ଶ୍ରୀ ଅନାମ ନାୟକ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking