28.1 C
Bhubaneswar
Saturday, April 27, 2024
Homeଓଡିଶାଉପନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ଉପନିର୍ବାଚନ କର୍ମଚାରୀଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଆଜି ଘୋଷଣା ହୋଇଛି ଅନୁକମ୍ପା ରାଶି । ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କ ପାଇଁ ଏହି ଘୋଷଣା ହୋଇଛି । କରୋନାରେ ଆକାନ୍ତ ହୋଇ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା ରାଶି । ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ । ଭାରତ ଇଲେକ୍ରେ୍ଟାନିକ୍ସ ଲିମିଟେଡ ଓ ଓସିଆଇଏଲର କର୍ମଚାରୀଙ୍କୁ ମଧ୍ୟ ଏହି ରାଶି ଦିଆଯିବ ।

ସେହିପରି ହିଂସା, ଆକ୍ରମଣ ଓ ବିସ୍ଫୋରଣରେ ମୃତ୍ୟୁ ହେଲେ ବି ରାଶି ମିଳିବ । ଅନୁକମ୍ପା ରାଶି ଘୋଷଣା କରିଛି ନିର୍ବାଚନ ଆୟୋଗ । ଏହି ଅନୁକମ୍ପା ରାଶି ରାଜ୍ୟ ସରକାର ଯୋଗାଇଦେବେ ବେଶଳି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking