39.1 C
Bhubaneswar
Friday, April 26, 2024
Homeଓଡିଶାମନ୍ତ୍ରୀଙ୍କୁ ଫେରାଦ ହେଲେ ଅଧ୍ୟାପକ

ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଧ୍ୟାପକ

ଭୁବନେଶ୍ୱର: କଲେଜ ଖୋଲିବା ସଂପର୍କରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଅଧ୍ୟାପକ । ୬୬୨ ଓ ୪୮୮ ବର୍ଗ କଲେଜ ଅଧ୍ୟାପକ ସଂଘ ଆଜି ମନ୍ତ୍ରୀଙ୍କୁ ଭେଟିଥିବା ସୂଚନା ମିଳିଛି । ତେବେ ଜୁନ ୧୭ ତାରିଖରେ କଲେଜ ଖୋଲିବା ନେଇ ନିଷ୍ପତ୍ତିକୁ ବିରୋଧ କରି ଫେରାଦ ହୋଇଥିବା କୁହାଯାଉଛି । ଜୁନ ୧୭ରେ କଲେଜ ନ ଖୋଲି ଜୁଲାଇ ୩୧ ପର୍ଯ୍ୟନ୍ତ କଲେଜ ସବୁ ଛୁଟି ରଖିବାକୁ ସେମାନେ ଦାବି କରିଛନ୍ତି । ଏହାପରେ ୩୦ ପ୍ରତିଶତ ଅଧ୍ୟାପକଙ୍କୁ ନେଇ କଲେଜ ଖୋଲିବାକୁ ଦାବି କରିଛନ୍ତି । ତେବେ ବ ର୍ତ୍ତମାନ ସମୟରେ ଅଧିକାଂଶ କଲେଜ କ୍ୱାରେଣ୍ଟାଇନ ସଣ୍ଟର ହୋଇଥିବାରୁ ଏହାକୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହେଉଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଫଳରେ ସବୁ କିଛି ବାଧାପ୍ରାପ୍ତ ହେଉଛି ।
https://onakhabar.com/2020/06/16/as-many-as-40-workers-injured-after-a-tractor-carrying-them-from-madakapadar-to-govindpur-overturns/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking