34.1 C
Bhubaneswar
Friday, March 29, 2024
Homeଓଡିଶାରଥ ଅନୁକୂଳ ପାଇଁ ଅନୁମତି ପତ୍ର

ରଥ ଅନୁକୂଳ ପାଇଁ ଅନୁମତି ପତ୍ର

ପୁରୀ: କରୋନା କଟକଣା ଭିତରେ ବି ଆଉ ଟିକିଏ ବଢିଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ଭାବନା । ରଥ ଅନୁକୂଳ ପାଇଁ ଶ୍ରୀମନ୍ଦିର ପୁରୋହିତଙ୍କୁ ଅନୁମତି ପତ୍ର ମିଳିଛି । ଆଜି ପୁରୋହିତଙ୍କୁ ଅନୁମତି ପତ୍ର ପ୍ରଦାନ କରିଛି ଶ୍ରୀ ମନ୍ଦିର ପ୍ରଶସାନ । ତେବେ ଅନୁମତି ପତ୍ର ମିଳିବା ନେଇ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଏବେ ସ୍ରୋତର ପ୍ରତିକୂଳ ପରିସ୍ଥିତିରେ ସବୁକିଛି ଚାଲୁ ରହିଛି । ଏଭଳି ସ୍ଥିତିରେ ଆଶା କରିବା ମହାପ୍ରଭୁଙ୍କ ରଥଯାତ୍ରା ହେଉ ।
ତେବେ ରାଜ୍ୟରେ ଏଅବେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ବଢିବାରେ ଲାଗିଛି । କରୋନା କଟକଣା ଅନେକାଂଶରେ ମହାପ୍ରଭୁଙ୍କ ପରମ୍ପରା ଉପରେ ମଧ୍ୟ ପ୍ରଭାବ ପକାଇଛି । ଏହାରି ଭିତରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ହେବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଥିଲା । ହେଲେ ଏବେ ରଥଯାତ୍ରା ନେଇ ଆଶା ବଢୁଛି ।
https://onakhabar.com/2020/06/16/college-opening-in-june-17/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking