40.1 C
Bhubaneswar
Tuesday, April 30, 2024
Homeଓଡିଶାପୋଲ୍ କର୍ମଚାରୀଙ୍କୁ କ୍ୟାସଲେସ୍ ଚିିକିତ୍ସା

ପୋଲ୍ କର୍ମଚାରୀଙ୍କୁ କ୍ୟାସଲେସ୍ ଚିିକିତ୍ସା

ଭୁବନେଶ୍ୱର : ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସ୍‌ଲେସ୍ ଚିକିତ୍ସା । ରାଜ୍ୟର ବିଏସ୍‌କେୱାଇ ତାଲିକାଭୁକ୍ତ ସବୁ ଘରୋଇ ମେଡିକାଲ୍‌କୁ ନିର୍ଦ୍ଦେଶ । ଘରୋଇ ହସ୍ପିଟାଲ୍‌କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ । ୨୦୨୪ ସାଧାରଣ ନିର୍ବାଚନ ବେଳେ ହିଟ୍ ଷ୍ଟ୍ରୋକ୍ ଜନିତ ଚିକିତ୍ସା ମିଳିବ । ଘରୋଇ ହସ୍ପିଟାଲ୍ ବିଏସ୍‌କେୱାଇ ପ୍ୟାକେଜ୍‌ରେ ଅଫ୍‌ଲାଇନ ମୋଡ୍ ବିଲ୍ ଦେବେ । କେବଳ ରାଜ୍ୟ ଭିତରେ ବିଏସ୍‌କେୱାଇ ତାଲିକାଭୁକ୍ତ ହସ୍ପିଟାଲକୁ ସୁବିଧା ।

ଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking