28.1 C
Bhubaneswar
Tuesday, May 21, 2024
Homeଆଇସିସି ଟି-୨୦ ବିଶ୍ୱକପ୍ -୨୦୨୪ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ; ଦେଖନ୍ତୁ, କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ...

ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ; ଦେଖନ୍ତୁ, କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ…

ନୂଆଦିଲ୍ଲୀ : ବିସିସିଆଇ ଟି-୨୦ ବିଶ୍ୱକପ୍ ୨୦୨୪ ପାଇଁ ଅପ୍ରିଲ ୩୦ରେ ଭାରତୀୟ ଦଳ ଘୋଷଣା କରିଛି । ଆଜି ମୁଖ୍ୟ ଚୟନକର୍ତା ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ଅହମ୍ମଦାବାଦରେ ଚୟନ କମିଟିର ବୈଠକ ବସିଥିଲା । ଏଥିରେ ଏକ ୧୫ ଜଣିଆ ଦଳ ପ୍ରସ୍ତୁତ କରାଯାଇଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଥିଲା ବିସିସିଆଇ। ଦେଖନ୍ତୁ, କେଉଁ କେଉଁ ଖେଳାଳି ପାଇଲେ ସ୍ଥାନ…..
୧)ରୋହିତ ଶର୍ମା (ଅଧିନାୟକ)
୨) ଯଶସ୍ୱୀ ଜୟସୱାଲ
୩)ବିରାଟ କୋହଲି
୪)ସୂର୍ଯ୍ୟକୁମାର ଯାଦବ
୫) ସଞ୍ଜୁ ସାମସନ (ୱିକେଟ୍ କିପର)
୬) ରିଷଭ ପନ୍ତ (ୱିକେଟ୍ କିପର)
୭) ଶିବମ୍ ଦୁବେ
୮)ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ)
୯) ରବିନ୍ଦ୍ର ଜାଡେଜା
୧୦)କୁଲଦୀପ ଯାଦବ
୧୧)ୟୁଜବିନ୍ଦ୍ର ଚହଲ
୧୨)ଜସପ୍ରିତ୍ ବୁମରା
୧୩)ଅର୍ଶିଦିପ ସିଂହ
୧୪)ମହମ୍ମଦ ସିରାଜ
୧୫) ଅକ୍ଷର ପଟେଲ

ଷ୍ଟାଣ୍ଡବାଏ:
ଶୁବମାନ ଗିଲ, ଅହମ୍ମଦ, ଆବେଶ, ରିଙ୍କୁ ସିଂ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking