ଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ

ନ୍ୟୁୟର୍କ : ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପ୍ରଥମ ଥର ପାଇଁ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ୍ କଭରପେଜ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଛି । ଦୀର୍ଘ ୯୦ ମିନିଟ୍ ଧରି ନ୍ୟୁଜ୍‌ୱିକ୍‌କୁ ପ୍ରଧାନମନ୍ତ୍ରୀ ମୋଦୀ ସାକ୍ଷାତକାର ଦେଇଛନ୍ତି । ଏହି ସମୟରେ ମୋଦୀ କହିଛନ୍ତି, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ । ମୁଁ ବିଶ୍ୱାସ କରେ ଯେ ଆମର ସୀମା ଉପରେ ଦୀର୍ଘଦିନ ଧରି … Continue reading ଆମେରିକା ମାଗାଜିନ୍ କଭର ପେଜ୍‌ରେ ମୋଦୀ