25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶମୋଦିଙ୍କ ୪୩ ସଦସ୍ୟ ବିଶିଷ୍ଟ ମନ୍ତ୍ରୀ ପରିଷଦ

ମୋଦିଙ୍କ ୪୩ ସଦସ୍ୟ ବିଶିଷ୍ଟ ମନ୍ତ୍ରୀ ପରିଷଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ ସନ୍ଧ୍ୟା ୬ଟାରେ ହେବାକୁ ଯାଉଛି । ଯେଉଁଥିରେ ନୂଆ ଓ ପୁରୁଣା ମିଶାଇ ମୋଟ ୪୩ ମନ୍ତ୍ରୀ ଶପଥ ନେବେ । ଅତିକମରେ ୧୪ ଜଣ ନୂଆ ମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି । ତେବେ ଏହାରି ମଧ୍ୟରେ ଶପଥ ନେବାକୁ ଥିବା ୪୩ ମନ୍ତ୍ରୀଙ୍କ ତାଲିକା ଆସିଛି । ତାଲିକାର ୬ ନମ୍ବର ସ୍ଥାନରେ ରହିଛି ଅଶ୍ୱିନୀ ବୈଷ୍ଣବଙ୍କ ନାମ । ସେଥିପାଇଁ ସେ କ୍ୟାବିନେଟ ମନ୍ତ୍ରୀ ହୋଇପାରନ୍ତି ।
ମନ୍ତ୍ରୀ ହେବା ପାଇଁ ଯେଉଁ ୪୩ ଜଣଙ୍କ ତାଲିକା ଆସିଛି ସେହି ତାଲିକା:
ନାରାୟଣ ରାଣେ
ସର୍ବାନନ୍ଦ ସୋନୱାଲ
ଡାକ୍ଟର ବିରେନ୍ଦ୍ର କୁମାର
ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ
ରାମଚନ୍ଦ୍ର ପ୍ରସାଦ ସିଂହ
ଅଶ୍ୱିନୀ ବୈଷ୍ଣବ
ପଶୁପତି କୁମାର ପରାସ
କିରେନ ରିଜିଜୁ
ରାଜ କୁମାର ସିଂ
ଶ୍ରୀ ହରଦୀପ ସିଂ ପୁରୀ
ମନସୁଖ ମନ୍ଦଭିଆ
ଭୁପେନ୍ଦର ଯାଦବ
ପର୍ଶୋତମ ରୂପାଲା
ଜି କିଶାନ ରେଡ୍ଡି
ଅନୁରାଗ ସିଂ ଠାକୁର
ପଙ୍କଜ ଚୌଧୁରୀ
ଅନୁପ୍ରିୟା ସିଂ ପଟେଲ
ଡକ୍ଟର ସତ୍ୟପାଲ ସିଂ ବଘେଲ
ରାଜୀଭ ଚନ୍ଦ୍ରଶେଖର
ଶୋଭା କରନ୍ଦଲାଜେ
ଭାନୁପ୍ରତାପ ସିଂ ବର୍ମା
ଦର୍ଶନ ବିକ୍ରମ ଜରଦୋଶ
ମିିନାକ୍ଷୀ ଲେଖି
ଅନ୍ନପୂର୍ଣ୍ଣା ଦେବୀ
ଏ ନାରାୟଣସ୍ୱାମୀ
କୌଶଲ କିଶୋର
ଅଜୟ ଭଟ୍ଟ
ବି ଏଲ ବର୍ମା
ଅଜୟ କୁମାର
ଚୌହାନ ଦେବଂଶୀ
ଭଗୱନ୍ଥ ଖୁବା
କପିଲ ମୋରେଶ୍ୱର ପାଟିଲ
ପ୍ରତିମା ଭୌମିକ
ଡକ୍ଟର ସୁଭାଷ ସରକାର
ଡକ୍ଟର ଭଗବତ କିଶନରାଓ କରଡ
ଡକ୍ଟର ରାଜକୁମାର ରଂଜନ ସିଂ
ଡକ୍ଟର ଭାରତୀ ପ୍ରବୀଣ ପାଓାର
ବିଶେଶ୍ୱର ଟୁଡୁ
ଶ୍ରୀ ସାନ୍ତନୁ ଠାକୁର
ଡକ୍ଟର ମୁଂଜପାରା ମହେନ୍ଦ୍ରଭାଇ
ଜନ୍ ବର୍ଲା
ଡକ୍ଟର ଏଲ ମୁର୍ଗୁନ
ନିତିଶ ପରମାଣିକ
୪୩ ଜଣ ସଦସ୍ୟ ଆଜି ସନ୍ଧ୍ୟା 6 ଟାରେ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking