32.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗବଢିଲା ବସ୍ ଭଡା

ବଢିଲା ବସ୍ ଭଡା

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ବଢିଛି ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କାରଣରୁ ରାଜ୍ୟରେ ବସ୍ ଭଡା ବୃଦ୍ଧି କରାଯାଇଛି।  ତେଲ ଦର ବଢିବାରୁ ବସ ଭଡା ବଢାଇଛନ୍ତି ରାଜ୍ୟ ସରକାର । ଅର୍ଡିନାରୀ ୭୩ରୁ ୭୪ ପଇସା ବଢିଥିବା ବେଳେ ଏକ୍ସପ୍ରେସ ୭୬ରୁ ୭୭ ପଇସାକୁ ବୃଦ୍ଧି ହୋଇଛି । ସେହିଭଳି ଡିଲକ୍ସ ୧୦୭ ପଇସାରୁ ୧୦୯ ଏବଂ ଏସି ଡିଲକ୍ସ ୧୨୯ରୁ ୧୩୧ ପଇସାକୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking