37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶବଜେଟ ଉପସ୍ଥାପନ ପରେ କପଡା, ଜୋତା ସମେତ ଶସ୍ତା ହେଲା ଏହି ଜିନିଷ

ବଜେଟ ଉପସ୍ଥାପନ ପରେ କପଡା, ଜୋତା ସମେତ ଶସ୍ତା ହେଲା ଏହି ଜିନିଷ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୪ର୍ଥ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ ଅନେକ ବଡ ଘୋଷଣା ହୋଇଛି । ବଜେଟ ଉପସ୍ଥାପନ ହେବା ପରେ କିଛି ଜିନିଷ ମହଙ୍ଗା ହେବା ସହ ଆଉ କିଛି ଜିନିଷ ଶସ୍ତା ହେବ ।  ଆୟକର ସୀମା ଅପରିବର୍ତ୍ତିତ ରଖିଛନ୍ତି କେନ୍ଦ୍ର ସରକାର । ଆୟକର ସୀମା ସଂପର୍କରେ ବଜେଟରେ କିଛି କହିଲେନି ଅର୍ଥମନ୍ତ୍ରୀ । ତାହାଲେ ଚାଲନ୍ତୁ ଜାଣିବା କେଉଁ ଜିନିଷ ହେବ ଶସ୍ତା ଏବଂ କେଉଁ ଜିନିଷ ହେବ ମହଙ୍ଗା
ଶସ୍ତା ହେବା ଜିନିଷ
ବିଦେଶରୁ ଆସୁଥିବା ମେସିନ ଶସ୍ତା ହେବ
କପଡା ଓ ଚମଡା ଜିନିଷ ଶସ୍ତା ହେବ
କୃଷି ଉପକରଣ ଶସ୍ତା ହେବ
ମେଡିକାଲ ଉପକରଣ
ଜୋତା-ଚପଲ
ହୀରା ଗହଣା
ପ୍ୟାାକେଜିଂ ଡବା
ଜେମ୍ସ ଆଣ୍ଡ ଜୁଏଲାରୀ
ଷ୍ଟିଲ
ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ମୋବାଇଲ ଚାର୍ଜର
ବିଦ୍ୟୁତ ଟ୍ରାନ୍ସଫର୍ମର
ଔଷଧ
କେମିକାଲ
ମହଙ୍ଗା ହେବାକୁ ଥିବା ଜିନିଷ
ଛଡା
ଇମ୍ପୋର୍ଟେଡ ସାମଗ୍ରୀ
କ୍ୟାପିଟାଲ ଗୁଡସ
ବିନା ବ୍ଲେଡିଂଯୁକ୍ତ ଫୁଏଲ
ଇମିଟେସନ ଜୁଏଲାରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking