30.1 C
Bhubaneswar
Thursday, April 25, 2024
Homeଓଡିଶାମୌଳିକ ସମସ୍ୟାରୁ ବଞ୍ଚିତ ହେବାରୁ ଭୋଟ ବର୍ଜନ ପାଇଁ ନିଷ୍ପତି

ମୌଳିକ ସମସ୍ୟାରୁ ବଞ୍ଚିତ ହେବାରୁ ଭୋଟ ବର୍ଜନ ପାଇଁ ନିଷ୍ପତି

ଯାଜପୁର:  ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଖଣି ଅଂଚଳ ର ଚିଙ୍ଗୁଡି ପାଳ ପଂଚାୟତ ର 3ନଂ ୱାର୍ଡ ର ନାତୁର ଗ୍ରାମରେ ବିଭିନ୍ନ ସମସ୍ୟା ରହିଛି ସେ ସମସ୍ୟା ସମାଧାନ ନ ହେଲେ ଭୋଟ ଦାନ ରୁ ବଞ୍ଚିତ ରହିବେ ବୋଲି ଗ୍ରାମ ବାସୀ ସ୍ଥିର କରିଛନ୍ତି । ଏହି ୱାର୍ଡ ରେ ପାନୀୟ ଜଳ ରାସ୍ତା ଘାଟ ବିଦ୍ୟୁତ ଲାଇନ ଜମି ପଟା ପ୍ରଭୁତି ପ୍ରମୁଖ ସମସ୍ୟା ରହିଛି ସମସ୍ୟା କୁ ଶାସକ ଦଳ ଗୁରୁତ୍ୱ ଦେଇ ନ ଥିବା ବା ରୁ ଗ୍ରାମ ବାସୀ ମାନଙ୍କ ର ଦୁଃଖ କୁ କର୍ଣ ପାଥ କରୁନାହାନ୍ତି ନିର୍ବାଚନ ବେଳ ପ୍ରତିଶୃତି ଦେଇ ଭୋଟ ନେଇ ଲୋକ ମାନଙ୍କୁ ଦେଇ ଥିବା ପ୍ରତିଶୃତି ପାଳନ କରୁ ନାହାନ୍ତି 25ବର୍ଷ ଧରି ମିଥ୍ୟା ପ୍ରସୁଶୃତି ଦେଇ ଚାଲିଛନ୍ତି ଜମି ରେ ପଟା ନ ଥିବା ରୁ ଆବାସ ଯୋଜନା ରୁ ବଂଚିତ ହେବା ସଙ୍ଗେ ରେସିଡେଣ୍ଟ ପ୍ରମାଣ ପତ୍ର ଓ ଅନ୍ୟାନ୍ୟ ସରକାରୀ ସୁବିଧା ରୁ ବଂଚିତ ପିଲା ମାନଂକୁ ଉଚ୍ଚ ଶିକ୍ଷା ଦେଇ ପାରୁ ନାହାନ୍ତି । ଶହେ ରୁ ଉର୍ଦ୍ଧ ବର୍ଷ ଧରି ବାସ କରୁଛନ୍ତି କିନ୍ତୁ ସେମାନ ଙ୍କ ନାମ ରେ ଜମି ପଟା ନାହିଁ ସମସ୍ୟା ଗୁଡିକ ଦୂର କରାନଗଲେ ପଂଚାୟତ ଭୋଟ କୁ ବର୍ଜନ କରିବେ ବୋଲି ସୋମବାର ଗ୍ରାମ ବୈଠକ କରି ପ୍ରଶାସନ ବିଧାୟକ ଙ୍କୁ ଚେତା ବାଣୀ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking