36.1 C
Bhubaneswar
Thursday, May 2, 2024
Homeଓଡିଶାବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ

ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ

ଭୁବନେଶ୍ୱର: କ୍ରିକେଟ ଖେଳକୁ ନେଇ ବିଜେବି କଲେଜ ଛାତ୍ରଙ୍କୁ ଛୁରାମାଡ । ଛୁରାମାଡରେ ବିଜେବି କଲେଜର ୩ ଛାତ୍ର ଆହାତ । କଲେଜ ପଡିଆରେ ଖେଳିବାକୁ ନେଇ ଛାତ୍ର-ଅଣଛାତ୍ର ଗଣ୍ଡଗୋଳ । ଅଣଛାତ୍ରଙ୍କ ଛୁରାମାଡରେ ୩ ଛାତ୍ର ଆହାତ,ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ଭୋଜନ ପରେ କାହିଁକି ସେବନ କରାଯାଏ ପାନ ମଧୁରୀ ଓ ମିଶ୍ରି, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking