ଭୋଜନ ପରେ କାହିଁକି ସେବନ କରାଯାଏ ପାନ ମଧୁରୀ ଓ ମିଶ୍ରି, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଆମେ ଅନେକ ସମୟରେ ଦେଖିବାକୁ ପାଇଥାଉ କି ହୋଟେଲର କ୍ୟାସ କାଉଣ୍ଟର ନିକଟରେ ଏକ ପ୍ଲେଟରେ ପାନମଧୁରୀ ଓ ମିଶ୍ରି ମିଶାଇ ରଖାଯାଇଥାଏ । ଲୋକମାନେ ଭୋଜନ କରସାରିବା ପରେ ଏହାକୁ କିଛିମାତ୍ରାରେ ନେଇ ଖାଇଥାନ୍ତି । ଏହାସହ ଅନେକ ଲୋକ ଡବାରେ ଏହି ପାନ ମଧୁରୀ ଓ ମିଶ୍ରିକୁ ମିଶାଇ ପକେଟରେ ରଖିଥାନ୍ତି ଓ ଭୋଜନ ପରେ ଏହାକୁ ସେବନ କରିଥାନ୍ତି । ହେଲେ ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା … Continue reading ଭୋଜନ ପରେ କାହିଁକି ସେବନ କରାଯାଏ ପାନ ମଧୁରୀ ଓ ମିଶ୍ରି, ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ