32.1 C
Bhubaneswar
Thursday, May 2, 2024
Homeଓଡିଶାବିଜେପି ପୌରାଂଚଳ କମିଟି ଘୋଷଣା

ବିଜେପି ପୌରାଂଚଳ କମିଟି ଘୋଷଣା

ଭୁବନେଶ୍ୱର: ରାଜ୍ୟସ୍ତରୀୟ ପୌରାଂଚଳ କମିଟି ଘୋଷଣା କରିଛି ବିଜେପି । କେଭି ସିଂଦେଓ କମିଟି ଅଧ୍ୟକ୍ଷ ହୋଇଥିବା ବେଲେ କୃଷ୍ଣଚନ୍ଦ୍ର ମହାପାତ୍ର ରାଜ୍ୟ ସଂଯୋଜକ ହୋଇଛନ୍ତି । କମିଟିରେ ୧୭ ସଦସ୍ୟ ରହିଛନ୍ତି । ସମସ୍ତଙ୍କୁ ଭିନ୍ନ ଭିନ୍ନ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କମିଟିରେ ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ଜୟନ୍ତ ଷଡଙ୍ଗୀ, ସମୀର ଦେ, ପ୍ରକାଶ ବେହେରା ବି କମିଟି ସଦସ୍ୟ ରହିଛନ୍ତି ।

 

ରାଜ୍ କୁନ୍ଦ୍ରାଙ୍କ ପାସପୋର୍ଟ ଜବତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking