32.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶରାଜ୍ କୁନ୍ଦ୍ରାଙ୍କ ପାସପୋର୍ଟ ଜବତ

ରାଜ୍ କୁନ୍ଦ୍ରାଙ୍କ ପାସପୋର୍ଟ ଜବତ

ମୁୁମ୍ବାଇ: ଅଶ୍ଳିଳ ଫିଲ୍ମ  କେସ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ ଅର୍ଜି କୋର୍ଟରେ ବୁଧବାର  ଖାରଜ ହୋଇଯାଇଛି । ଅନ୍ୟପଟେ ରାଜ କୁନ୍ଦ୍ରା ଯେମିତି ବିଦେଶ ନଯାଇପାରିବେ ସେଥିପାଇଁ ତାଙ୍କର ପାସପୋର୍ଟ କ୍ରାଇମବ୍ରାଂଚ  ଏପ୍ରିଲ ମାସରେ ଜବତ କରାଯାଇଥିଲା । କ୍ରାଇମବ୍ରାଂଚ ତଦନ୍ତରେ ଯେମିତି ତାଙ୍କ ନାଁ ସାମ୍ନାକୁ ଆସିଥିଲା, ସେମିତି ହିଁ ପୁଲିସ କୁନ୍ଦ୍ରାଙ୍କ ପାସପୋର୍ଟ  ଜବତ କରିନେଇଥିଲା । ଏହି ମାମଲାରେ ପୂର୍ବରୁ ୯ ଜଣ ଜାମିନରେ ବାହାରିଛନ୍ତି । ଏହି ମାମଲାରେ ଆଉ ଜଣେ ଭିକ୍ଟିମ ଆସିଛନ୍ତି, ଯିଏ ଏହି ମାମଲାରେ ନିଜ ବୟାନ ଦେଇ ଏଫଆଇଆର ଦେଇଛନ୍ତି । ଆହୁରି ଅନେକ ଅଭିଯୁକ୍ତ ମଧ୍ୟ ସାମ୍ନାକୁ ଆସୁଛନ୍ତି ।  ଅନ୍ୟ ସାକ୍ଷୀଙ୍କୁ ବି ଅଭିଯୁକ୍ତ ପ୍ରଭାବିତ କରିପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking