ରାଜ୍ କୁନ୍ଦ୍ରାଙ୍କ ପାସପୋର୍ଟ ଜବତ

ମୁୁମ୍ବାଇ: ଅଶ୍ଳିଳ ଫିଲ୍ମ  କେସ ମାମଲାରେ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଜାମିନ ଅର୍ଜି କୋର୍ଟରେ ବୁଧବାର  ଖାରଜ ହୋଇଯାଇଛି । ଅନ୍ୟପଟେ ରାଜ କୁନ୍ଦ୍ରା ଯେମିତି ବିଦେଶ ନଯାଇପାରିବେ ସେଥିପାଇଁ ତାଙ୍କର ପାସପୋର୍ଟ କ୍ରାଇମବ୍ରାଂଚ  ଏପ୍ରିଲ ମାସରେ ଜବତ କରାଯାଇଥିଲା । କ୍ରାଇମବ୍ରାଂଚ ତଦନ୍ତରେ ଯେମିତି ତାଙ୍କ ନାଁ ସାମ୍ନାକୁ ଆସିଥିଲା, ସେମିତି ହିଁ ପୁଲିସ କୁନ୍ଦ୍ରାଙ୍କ ପାସପୋର୍ଟ  ଜବତ କରିନେଇଥିଲା । ଏହି ମାମଲାରେ ପୂର୍ବରୁ ୯ ଜଣ ଜାମିନରେ … Continue reading ରାଜ୍ କୁନ୍ଦ୍ରାଙ୍କ ପାସପୋର୍ଟ ଜବତ