28.1 C
Bhubaneswar
Sunday, April 28, 2024
Homeଓଡିଶାଭାରସାମ୍ୟ ହରାଇ ପୋଲକୁ ପିଟିଲା ବାଇକ, ଜଣେ ମୃତ

ଭାରସାମ୍ୟ ହରାଇ ପୋଲକୁ ପିଟିଲା ବାଇକ, ଜଣେ ମୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଗାଡିଆ ଗାଁ ଛକରେ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ । ମୃତ ଯୁବକ ଜଣକ ହେଲେ ଗାଡିଆ ଗାଁର ଉମେଶ ଧାରୁଆ ।

ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସାରା ରାଜ୍ୟରେ ଉପରମୁହାଁ ପାରଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking