28.1 C
Bhubaneswar
Saturday, April 27, 2024
Homeଓଡିଶାଭାରତ ବନ୍ଦର ଆଂଶିକ ପ୍ରଭାବ

ଭାରତ ବନ୍ଦର ଆଂଶିକ ପ୍ରଭାବ

ମୟୂରଭଞ୍ଜ: ଆଜି ହେଉଛି ଭାରତ ବନ୍ଦ ଏହି ବନ୍ଦ ଡାକରା ଦେଇଛି  ବହୁଜନ କ୍ରାନ୍ତି ମୋର୍ଚ୍ଚା ତେବେ ସାରା ଭାରତରେ ଏହି ବନ୍ଦକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମଧ୍ୟ ଏହି ବନ୍ଦ ପାଳନ ହେଉଥିବା ଦେଖିବାକୁ ମିଳିଛି ତେବେ କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ CAA, NRC, NRP ଆଇନକୁ ଆଖି ଆଗରେ ରଖି ଏହାର ପ୍ରତିବାଦରେ ୫ଦଫା ଦାବିକୁ ନେଇ ଏହି ବନ୍ଦ ପାଳନ କରିଛି ବହୁଜନ କ୍ରାନ୍ତି ମୋର୍ଚ୍ଚା ମୟୁରଭଞ୍ଜ ଶାଖା ଏହି ବନ୍ଦର ପ୍ରଭାବ ସକାଳ ୬ଘଟିକାରୁ ଦିନ ୧୧ଘଟିକା ପଯ୍ୟନ୍ତ ଜରିରହିଥିବାର ଦେଖିବାକୁ ମିଳିଛି ଆସନ୍ତା କା
ଲି
ସରସ୍ୱତୀ ପୂଜାକୁ ଆଖିଆଗରେ ରଖି ଆନ୍ଦୋଳନର ୫ଘଣ୍ଟା ପରେ ସମସ୍ତ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ ତେବେ ଆନ୍ଦୋଳନକାରୀଙ୍କ ଗିରଫଦାରୀ ପରେ ଅବସ୍ଥାରେ ସ୍ୱାଭାବିକତା ଆସିବା ସହିତ ବାରିପଦା ସହରର ଦୋକାନ ବଜାର, ରାସ୍ତା ଖୋଲିବାର ଦେଖିବାକୁ ମିଳିଛି ଅନ୍ୟପଟରେ ଦାବି ପୂରଣ ହେବା ପଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ବହୁଜନ କ୍ରାନ୍ତି ମୋର୍ଚ୍ଚା କର୍ମକର୍ତା

https://onakhabar.com/2020/01/29/bharat-mukti-morcha-declared-that-bharat-band/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking