34.1 C
Bhubaneswar
Thursday, April 25, 2024
Homeଓଡିଶାମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି  

ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି  

ମାଲକାନଗିରି : ମାଲକାନଗିରିରେ କେନ୍ଦ୍ରସରକାର ଲାଗୁକରିଥିବା CAA, NRCଏବଂ NPR ବିରୋଧରେ  ବହୁଜନ କ୍ରାନ୍ତି ମୋର୍ଚ୍ଚା ଭାରତ ବନ୍ଦ ସହ ଡିଏନଏ ଟେଷ୍ଟ ଆଧାରରେ NRC ଲାଗୁ କରିବା ପାଇଁ ଦାବି ଜଣାଇ । ଏହାକୁ ବହୁଜନ କ୍ରାନ୍ତି ମୋର୍ଚ୍ଚା ମାଲକାନଗିରି, ଜିଲ୍ଲା ଆଦିବାସୀ ସମାଜ ମହାସଂଘ,ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଇ । ମାଲକାନଗିରି ବନ୍ଦ ଡାକରା ଦେଇଛି ଏହି ଆଇନ୍ କୁ ବିରୋଧ କରି ରାଷ୍ଟିୟ ପଛୁଆ ବର୍ଗ ମୋର୍ଚ୍ଚା, ରାଷ୍ଟ୍ରୀୟ ମୁଲାନିବାସି ମହିଳା ସଂଘ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ, ରାଷ୍ଟ୍ରୀୟ ମୁଳନିବାସି ମାଇନରେଟି ମୋର୍ଚ୍ଚା, ଭାରତୀୟ ବିଦ୍ଦ୍ୟାଥି ମୋର୍ଚ୍ଚା ଓ ଅନ୍ୟାନ୍ୟ କ୍ରାନ୍ତିକାରୀ ସାମାଜିକ ସଂଗଠନ ଆଜି ଭାରତ ବନ୍ଦ ଡାକରା କୁ ପୂର୍ଣ ସହଯୋଗ କରି ମାଲକାନଗିରି ଜିଲ୍ଲା ଦକାନ୍ ବଜାର ବନ୍ଦ କରିବା ସହିତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲକାନଗିରି ଜୟପୁର ଯାନବାହନ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆଜିର ଏହି ବନ୍ଦ ପାଳନ  ଜିଲ୍ଲା ଆଦିବାସୀ ସମାଜ ସଭାପତି ଶ୍ରୀ ଘନଶ୍ୟାମ ମାଡକାମି ପୂର୍ବତନ ସଭାପତି ଶ୍ରୀ ଘେନୁ ମୁଦୁଲି, ଶ୍ରୀ ସୋନୁ ଅନୁଗୁ, ଜାରାଶବର ମାଡ଼ି, ଭଦ୍ର ଦୁରୁଆ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ଥିଲେ ।
https://onakhabar.com/2020/01/29/bharat-bandh-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking