39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗିରଫ ବିଧାୟକଙ୍କୁ ଜାମିନ

ଗିରଫ ବିଧାୟକଙ୍କୁ ଜାମିନ

ଭୁବନେଶ୍ୱର: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମଂଜୁର କରାଯାଇଛି । ବାରିପଦା ଏସଡିଜେଏମ ବିଧାୟକଙ୍କୁ ଜାମିନ ପ୍ରଦାନ କରିଥିବା ନେଇ ସୂଚନା ପ୍ରକାଶ ପାଇଛି । ଜଣେ ଜାମିନଦାର ଏବଂ ୩୦ ହଜାର ବେଲବଣ୍ଡ୍ ରେ ଜାମିନ ମିଳିଛି । ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମାରିବା ନେଇ ଗିରଫ ହୋଇଥିଲେ । ଦଫା ୨୯୪, ୩୨୩, ୩୪୧, ୩୨୩, ୫୦୬ ଆଧାରରେ ପୋଲିସ ଗିରଫ କରିଥିଲା । ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ ମାରିବା ଅଭିଯୋଗ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking