26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାଜଧାନୀରୁ ଆଜି ୫୫୦ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ରାଜଧାନୀରୁ ଆଜି ୫୫୦ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ସମ୍ପୂର୍ଣ ବିବରଣୀ

ଭୁବନେଶ୍ୱର: ପୁଣି ଚିନ୍ତା ବଢାଇଲା କରୋନା । ଆଜି ରାଜଧାନୀ ଭୁବନେଶ୍ୱରରୁ ୫୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୧ଟି କ୍ୱାରେଣ୍ଟିନ କେସ ହୋଇଥିବା ବେଳେ ୩୦୭ଟି ଲୋକାଲ କେସ ରହିଛି । ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨୪୦୩ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୭୫୨୩ଜଣ ସୁସ୍ଥ ହୋଇସାରିଥିବା ବେଳେ ୪୮୨୨ଟି ଆକ୍ଟିଭ କେସ ଏବେ ବି ରହିଛି ଏବଂ ୪୬ ଜଣଙ୍କ ମୁଣ୍ଡ ନେଇଛି କରୋନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking