37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗସୌଭିକ ଚକ୍ରବର୍ତ୍ତୀ ଗିରଫ

ସୌଭିକ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଶେଷରେ ଗିରଫ ହୋଇଛନ୍ତି । ସୌଭିକଙ୍କୁ ଗିରଫ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ମଧ୍ୟ ଗିରଫ ହୋଇଥିବା ନେଇ ଖବର ଆସିଛି । ଗତ କିଛି ଦିନ ଧରି ଏନସିବି ସମେତ ଇଡି ବି ରିୟା ଓ ତାଙ୍କ ଭାଙ୍କୁ ଜେରା କରୁଥିଲେ । ସୁଶାନ୍ତଙ୍କ ବନ୍ଧୁଙ୍କ ସମେତ ରୋଷେୟାକୁ ବି ଜେରା ଜାରି ରହିଥିଲା । ହେଲେ ରିୟାଙ୍କ ଭାଇ ଡ୍ରଗ୍ସ ଲିଙ୍କରେ ସାମିଲ ହେବା ପରେ ଏବେ ସେ ଗିରଫ ହୋଇଥିବା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking