30.1 C
Bhubaneswar
Friday, April 26, 2024
Homeଓଡିଶା୪ ଦିନ ବଲାଙ୍ଗୀର ସଟ୍ ଡାଉନ୍

୪ ଦିନ ବଲାଙ୍ଗୀର ସଟ୍ ଡାଉନ୍

ଭୁବନେଶ୍ଵର: ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ବଲାଙ୍ଗୀର ଜିଲ୍ଲାକୁ ୪ ଦିନ ପାଇଁ ସଟଟାଉନ୍ ଘୋଷଣା କରାଯାଇଛି । ୮ ରୁ ୧୧ ତାରିଖ ଯାଏଁ  ସଟଡାଉନ ପାଇଁ ଘୋଷଣା କରିଛନ୍ତିି ଜିଲ୍ଲାପାଳ । ଅନ୍ତଃରାଜ୍ୟ ଗାଡି ଯାୟାୟତ ଉପରେ ଲାଗିଛି କଟକଣା । ଏଥି ସହ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । ମାଲ ପରିବହନ ଗାଡି ଉପରେ କଟକଣା ଲାଗିବ ନାହିଁ । କୃଷି ଓ ନିର୍ମାଣ କାର୍ଯ୍ୟ ସଟଡାଉନ ସମୟରେ ବି ଜାରି ରହିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking