43.9 C
Bhubaneswar
Friday, April 19, 2024
Homeଓଡିଶାନଦୀରେ ବୁଡ଼ି ୩ ଶିଶୁ ମୃତ

ନଦୀରେ ବୁଡ଼ି ୩ ଶିଶୁ ମୃତ

ଭୁବନେଶ୍ଵର: ନଦୀରେ ବୁଡ଼ି ୩ ଜଣ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ଘଟିଛି । ଗାଧୋଇବାକୁ ଯାଇ ନଦୀରେ ବୁଡିଯାଇଥିବା ସୂଚନା ଉମରକୋଟର ତୋହରା କୋଟଲଡିହି ଗାଁ ନିକଟ ତେଲ ନଦୀରେ ଘଟିଛି ଏହି ଅଘଟଣ । ମୃତ ୩ ଶିଶୁଙ୍କ ମଧ୍ୟରେ ୨ ଜଣ ଝିଅ ଥିବାବେଳେ ଜଣେ ପୁଅ ଅଛି । ମୃତ ୩ ଶିଶୁଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟ ହେବ ବୋଲି ଅନୁମାନ କରାଯାଉଛି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାଯାଇଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking