38.1 C
Bhubaneswar
Wednesday, May 1, 2024
Homeଓଡିଶାବଲାଙ୍ଗିର ଜିଲ୍ଲାରୁ ୨୯୬ ସଂକ୍ରମିତ, ୨୯୫ ସୁସ୍ଥ, ୧ ମୃତ

ବଲାଙ୍ଗିର ଜିଲ୍ଲାରୁ ୨୯୬ ସଂକ୍ରମିତ, ୨୯୫ ସୁସ୍ଥ, ୧ ମୃତ

ବଲାଙ୍ଗିର : ଶୁକ୍ରବାର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୯୬ ରହିଥିବା ବେଳେ ୨୯୫ ଜଣ ସୁସ୍ଥ ଓ ଜଣେ ସଂକ୍ରମଣରୁ ମୃତ୍ୟୁବରଣ କରିଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ମୃତକ ପାଟଣାଗଡର ବୋଲି ସୂଚନା ରହିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୩୦ଜଣ, ବଲାଙ୍ଗିର ବ୍ଲକରୁ ୧୧ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୨୬ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୮ଜଣ, ବଲେପଡା ବ୍ଲକରୁ ୨୭ଜଣ, ଦେଓଗାଁ ବ୍ଲକରୁ ୩୬ଜଣ, ଗୁଡଭେଲା ବ୍ଲକରୁ ୩୧ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୪ଜଣ, ଖପ୍ରାଖୋଲ ବ୍ଲକରୁ ୨୦ଜଣ, ଲୋଇସିଂହା ବ୍ଲକରୁ ୧୩ଜଣ, ମୁରିବାହାଲ ବ୍ଲକରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୧୭ଜଣ, ସଇଁନ୍ତଳା ବ୍ଲକରୁ ୩୭ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ଜଣେ, ତୁରେକେଲା ବ୍ଲକରୁ ୧୫ଜଣ ଓ ତୁଷୁରା ରୁ ୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୯୮୩୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୬୬୮୦ ଜଣ ସ୍ୱସ୍ଥ ହୋଇଥିବାବେଳେ ୩୦୯୭ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking