26.1 C
Bhubaneswar
Tuesday, May 7, 2024
Homeଓଡିଶାବଲାଙ୍ଗିରରୁ ଆଜି ୩୫୮ ଚିହ୍ନଟ

ବଲାଙ୍ଗିରରୁ ଆଜି ୩୫୮ ଚିହ୍ନଟ

ବଲାଙ୍ଗିର, – ଆଜି ଦିନକରେ ଜିଲ୍ଲାରେ ୩୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୁତ୍ରରୁ ଜଣା ପଡିଛି । ଆଜି ପୁଣି ବଲାଙ୍ଗିର ସହରରୁ ସର୍ବାଧିକ ୭୦ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବେଲପଡବ୍ୱ୍‌କରୁ ୭୦ଜଣ ଓ ଲୋଇସିଂହା ବ୍ଲକରୁ ୪୭ଜଣ ଚିହ୍ନଟ ହୋଇଥିବା ବେଳେ ଗ୍ରାମଞ୍ଚଳରେ ସଂକ୍ରମଣ ଚିନ୍ତା ବଢାଇଛି । ତେବେ ଟିଟିଲାଗଡ, ପାଟଣାଗଡ ଓ କଣ୍ଟାବାଞ୍ଜି ସହାରଞ୍ଚଳରେ ଚିହ୍ନଟ ସଂଖ୍ୟା କମିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ପୁ ନି ବ୍ଲକରୁ ୮ଜଣ, ବଲାଙ୍ଗିର ବ୍ଲକ ରୁ ୧୦ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୭୦ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୩ଜଣ, ବେଲପଡା ବ୍ଲକରୁ ୭୦ଜଣ, ଗୁଡଭେଲା ବ୍ଲକରୁ ୧୩ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ୧୧ଜଣ, ଖପ୍ରାଖୋଲ ବ୍ଲକରୁ ୧୮ଜଣ, ଲୋଇସିଂହା ବ୍ଲକରୁ ୪୭ଜଣ, ମୁରିବାହାଲ ବ୍ଲକରୁ ୯ଜଣ, ପାଟଣାଗଡ ବ୍ଲକରୁ ୯ଜଣ, ପାଟଣାଗଡ ସହରାଞ୍ଚଳରୁ ୪ଜଣ, ପୁଇଁନ୍ତଳା ବ୍ଲକରୁ ୩୦ଜଣ, ସଇଁନ୍ତଳା ବ୍ଲକରୁ ୩୨ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୮ଜଣ, ଟିଟିଲାଗଡ ସହରରୁ ୬ଜଣ ଓ ତୁରେକେଲା ବ୍ଲକରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୧୨୩୯୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୦୦୩୨ ଜଣ ସ୍ୱସ୍ଥ ହୋଇଥିବାବେଳେ ୨୩୧୫ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking