38.1 C
Bhubaneswar
Friday, April 26, 2024
Homeଓଡିଶାକାଉଡୋଳା ପଞ୍ଚୟତ ୪ ଦିନ ପାଇଁ ସଟ ଡାଉନଘୋଷଣା କଲେ ସରପଞ୍ଚ

କାଉଡୋଳା ପଞ୍ଚୟତ ୪ ଦିନ ପାଇଁ ସଟ ଡାଉନଘୋଷଣା କଲେ ସରପଞ୍ଚ

ପୁକୋକସରା : ବ୍ଲକ ରେ ରେକର୍ଡ ମାତ୍ରା ରେ ଦୈନିକ କୋଭିଡ ସଂକ୍ରମିତ ଙ୍କ ସଂଖ୍ୟା ବଢୁଛି କୋଭିଡ ସଂକ୍ରମଣ କୁ କିଛି ମାତ୍ରାରେ ପ୍ରତିହତ କରିବା ପାଇଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ସଟ ଡାଉନ ସହ ଜାରି ରହିଛି କୋକସରା ବ୍ଲକ ର କାଉଡୋଳା ପଞ୍ଚାୟତ କୁ ମଧ୍ୟ ବୁଧବାର ଠାରୁ ରବିବାର ପର୍ଯ୍ୟନ୍ତ ସ ଟ୍ ଡାଉନ ଘୋଷଣା କରିଛନ୍ତି କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁ କାଉଡୋଳା ଛକ ଦେଇ ଜୟପୁର ,ଲଡୁଗାଁ, ଜୟପାଟଣା ବ୍ଲକ କୁ ସଂଯୋଗ କରୁଥିବା ଯୋଗୁ ଦୈନିକ ଶହ ଶହ ସଂଖ୍ୟକ ଜନ ସମାଗମ ହୋଇଥାଏ ବର୍ତ୍ତମାନ ର ସଂକ୍ରମଣ ସ୍ଥିତି କୁ ଦୃଷ୍ଟି ରେ ରଖି କାଉଡୋଳା ସରପଞ୍ଚ ଲୋକଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ଏହି ସ ଟ୍ ଡାଉନ ରୁ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ପ୍ରତିଷ୍ଠାନ ବନ୍ଦ ରହିବ ଅତି ଜରୁରୀ କାର୍ଯ୍ୟ ଥିଲେ କୋଭିଡ୍ ନିୟମ ପାଳନ କରି ଘରୁ ବାହାରିବାକୁ କୁହାଯାଇଛି ତେବେ ବିନା କାରଣ ରେ ଚଳ ପ୍ରଚଳ କଲେ ଆଇନ ଅନୁଯାୟୀ କାର୍ଯନୁଷ୍ଠାନ ନିଆଯିବ ଏ ନେଇ କାଉଡୋଳା ସରପଞ୍ଚ ସୁଚନା ଦେଇଛନ୍ତି ।।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking