29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗଅଟୋ ଓଲଟି ୨ ମୃତ, ୭ ଆହତ

ଅଟୋ ଓଲଟି ୨ ମୃତ, ୭ ଆହତ

ବରଗଡ: ବରଗଡରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବରଯାତ୍ରୀ ନେଇ ଫେରୁଥିବା ଅଟୋ ଓଲଟି ପଡିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ବିଜେପୁର ଥାନା ସରନାପାଲି ବ୍ରିଜରୁ ତଳକୁ ଅଟୋ ଖସି ପଡିବାରୁ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ବାହାଘର କାମ ସାରି ବରଯାତ୍ରୀ ଦଳ ବିଜେପୁରକୁ ଫେରୁଥିଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking