33.1 C
Bhubaneswar
Saturday, April 27, 2024
Homeଓଡିଶାଷଡଯନ୍ତ୍ରକୁ ଚପେଇଦେବାକୁ ଉଦ୍ୟମ: ସୁରେଶ ପୂଜାରୀ

ଷଡଯନ୍ତ୍ରକୁ ଚପେଇଦେବାକୁ ଉଦ୍ୟମ: ସୁରେଶ ପୂଜାରୀ

ଭୁବନେଶ୍ୱର: ନବ ଦାସ ହତ୍ୟା ସମ୍ପର୍କିତ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ସମାଲୋଚନା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚକୁ ସାଂସଦ ସୁରେଶ ପୂଜାରୀଙ୍କ ଟାର୍ଗେଟ୍ । ଚାର୍ଜସିଟ ରିର୍ପୋଟରୁ ଜଣାପଡୁଛି କି ଷଡଯନ୍ତ୍ରକୁ ଚପାଇବାକୁ ଉଦ୍ୟମ କରାଯାଉଛି । ହତ୍ୟାର କାରଣ ଓ ଷଡଯନ୍ତ୍ରକାରୀ ପ୍ରତି ତଦନ୍ତ ନକରିବା ସନ୍ଦେହ ବଢେଇଛି । ଜାଣିଶୁଣୀ ଘଟଣାର ରହସ୍ୟକୁ ଚାପିଦେବାକୁ ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ସୁରେଶ ପୂଜାରୀ ।

ଶୁଭକାର୍ଯ୍ୟ ପୂର୍ବରୁ କାହିଁକି ଭଙ୍ଗାଯାଏ ନଡିଆ? ଜାଣନ୍ତୁ କାରଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking