ଶୁଭକାର୍ଯ୍ୟ ପୂର୍ବରୁ କାହିଁକି ଭଙ୍ଗାଯାଏ ନଡିଆ? ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ହିନ୍ଦୁ ଧର୍ମରେ ସମସ୍ତ ରୀତିନୀତି, ପୂଜାପର୍ବରେ ନଡ଼ିଆ ଖୋଜା ପଡ଼େ ।  ପ୍ରତ୍ୟେକ ଶୁଭକାମ ବିବାହ ବ୍ରତ, ଘର ପ୍ରତିଷ୍ଠା ବା ଗୃହ ପ୍ରବେଶ, ବ୍ୟବସାୟ  ଆରମ୍ଭ, ଯାହା ବି ହେଉ ନଡ଼ିଆ ଭାଙ୍ଗିବା ସହିତ ଏହା ଆରମ୍ଭ ହୁଏ । ତେବେ ଦେବ  କାମରେ ନଡ଼ିଆକୁ ଏତେ ପ୍ରାଧାନ୍ୟ ଦେବା ପଛରେ ରହିଛି ବିଶେଷ କାରଣ । ଏ  ସମ୍ପର୍କରେ ଆସନ୍ତୁ ଜାଣିବା…ନଡ଼ିଆ ଗଛ ଅତି ଉଚ୍ଚା ହୋଇଥିବାବେଳେ ନଡ଼ିଆ ଫଳ ବି  ସେହି … Continue reading ଶୁଭକାର୍ଯ୍ୟ ପୂର୍ବରୁ କାହିଁକି ଭଙ୍ଗାଯାଏ ନଡିଆ? ଜାଣନ୍ତୁ କାରଣ