30.1 C
Bhubaneswar
Saturday, May 4, 2024
Homeଓଡିଶାଏଟିଏମରୁ ୩୪ ଲକ୍ଷ ଲୁଟ; ଜଣେ ଗିରଫ

ଏଟିଏମରୁ ୩୪ ଲକ୍ଷ ଲୁଟ; ଜଣେ ଗିରଫ

ରାଉରକେଲା: ଅଭିନବ ଉପାୟରେ ଏଟିଏମରୁ ଲୁଟ ନେଇ ଜଣେ ଗିରଫ ହୋଇଛି । ସିକ୍ରେଟ କୋଡ୍ ଦ୍ୱାରା ଲୁଟିଥିବା ଅଭିଯୁକ୍ତକୁ ଧରିଛି ରାଉରକେଲା ପୋଲିସ । ଏଟିଏମରେ ଟଙ୍କା ଭର୍ତ୍ତି କଣ୍ଟ୍ରାକ୍ଟ ନେଇଥିବା କର୍ମଚାରୀ ଗିରଫ ହୋଇଛି । ଟଙ୍କା ଲୋଡ୍ ପରେ ସୁବିଧା ଦେଖି ସଂପୃକ୍ତ ବ୍ୟକ୍ତି ଟଙ୍କା ଉଠାଇ ଆଣୁଥିଲା । ସିକ୍ରେଟ କୋଡ୍ ବ୍ୟବହାର କରି ଗତ ୯ ମାସ ହେଲାଣି ଲୁଟୁଥିଲା । ସହରର ୪ଟି ଏଟିଏମରୁ ଏମିତି ଲୁଟିବା ପରେ ଥାନାରେ ଏତଲା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking