28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଛୁଇଁଲା

ରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୫୬ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କରୋନା ପଜେଟିଭ୍ ସଂଖ୍ୟା ୫୬କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବ୍‌ସାଇଟରୁ ସୂଚନା ମିଳିଛି । ହେଲେ ଏହି କରୋନା ପଜେଟିଭ୍ ବ୍ୟକ୍ତି କେଉଁ ଅଚଂଳର କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ି ନାହିଁ ।  ସୋମବାର ରାଜଧାନୀ ଭୁବନେଶ୍ୱରର ବମିଖାଲ ଅଂଚଲର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ ଓ ଖୁସି ଖବର ମଧ୍ୟ ଆସିଥିଲା ୫ଜଣ କରୋନା ପଜେଟିଭ୍ ସୁସ୍ଥ ମଧ୍ୟ ଅଛନ୍ତି । ଏହାକୁ ମିଶାଇ କରୋନା ପଜେଟିଭ୍ ସୁସ୍ଥ ସଂଖ୍ୟା ୧୮କୁ ବଢ଼ିଛି । ଜଣେ ମୃତ୍ୟୁ ବରଣ କରିଛନ୍ତି । ବର୍ତମାନ ୩୭ଜଣ କରୋନା ପଜେଟିଭ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/04/13/5-recovered-from-corona-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking