26.1 C
Bhubaneswar
Wednesday, May 8, 2024
Homeଓଡିଶାଗ୍ରାହକଙ୍କୁ ଧୋକାଦେଲା ଅମୁଲ କ୍ଷୀର.

ଗ୍ରାହକଙ୍କୁ ଧୋକାଦେଲା ଅମୁଲ କ୍ଷୀର.

ଗ୍ରାହକଙ୍କୁ ଧୋକାଦେଲା ଅମୁଲ କ୍ଷୀର.
ଭୁବନେଶ୍ୱର:ଗ୍ରାହକଙ୍କୁ ପୁଣି ଧୋକାଦେଲା ଅମୁଲ କ୍ଷୀର ବଢିଲା ଅମୁଲ କ୍ଷୀରର ଦର । ସାରା ଦେଶରେ ଲିଟର ପ୍ରତି ୨ ଟଙ୍କା ବଢାଇଲା ଅମୁଲ । ଏହାସହ ନୂଆ ଦର ଲାଗୁ ହେବା ପରେ ଅମୁଲ ଗୋଲ୍ଡର ଦର ୫୦୦ ମିଲିଲିଟରକୁ ୩୦ ଟଙ୍କା, ଅମୁଲ ତାଜା ୫୦୦ ମିଲିଲିଟରକୁ ୨୪ ଟଙ୍କା ଓ ଅମୁଲ ଶକ୍ତି ୫୦୦ ମିଲିଲିଟରକୁ ୨୭ ଟଙ୍କାରେ ବିକ୍ରି କରାଯିବ । ଗଜୁରାଟ କର୍ପୋରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରେଶନ ଏକ ବର୍ଷ ପୂରଣ ପାଇଁ ଏହି ଦର ବୃଦ୍ଧି କରିଛି । ଗତ ବର୍ଷ ଜୁଲାଇ ମାସରେ ମଧ୍ୟ କମ୍ପାନୀ କ୍ଷୀରର ଦର ବୃଦ୍ଧି କରିଥିଲା । ତେବେ ଏହି ଦର ବୃଦ୍ଧି ଅମୁଲର ସବୁ ବ୍ରାଣ୍ଡରେ ଲାଗୁ ହେବ । ଯେଉଁଥିରେ ତାଜା, ଶକ୍ତି, ଟିସ୍ପେଶାଲ ସହ ଗାଇ ଓ ମଇଁସି କ୍ଷୀର ମଧ୍ୟ ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking