28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରିମାଣ୍ଡରେ ଯିବେ ଆକାଶ

ରିମାଣ୍ଡରେ ଯିବେ ଆକାଶ

ଭୁବନେଶ୍ୱର: ଖୋଲୁଛି ଆକାଶ ପାଠକଙ୍କ ଗୁମର । ତାଙ୍କୁ ରିମାଣ୍ଡରେ ନେବାକୁ ଏସଡିଜେଏମ କୋର୍ଟଙ୍କୁ କମିଶନରେଟ ପୋଲିସ ଅବଗତ କରିଛି । ରିମାଣ୍ଡରେ ନେବା ପାଇଁ ଆସନ୍ତା ଦିନେ କି ଦୁଇ ଦିନ ଭିତରେ କମିଶନରେଟ ପୋଲିସ ଆବେଦନ କରିବ ବୋଲି ସୂଚନା ମିଳିଛି । ସ୍କାଏ କିଙ୍ଗ ଠକେଇ ମାମଲାରେ କମିଶନରେଟ ପୁଲିସ ରିମାଣ୍ଡରେ ନେବ । ଅନ୍ୟପଟେ ଆକାଶଙ୍କ ଦସ୍ତଖତ ଯାଂଚ ପାଇଁ ହ୍ୟାଣ୍ଡ ରାଇଟିଙ୍ଗ ବ୍ୟୁରୋ ଯିବ ବୋଲି ଡିସିପି କହିଛନ୍ତି । ମୋଟାମୋଟି କହିବାକୁ ଗଲେ ଏବେ ଜାଲରେ ଫସି ଫସି ଯାଉଛନ୍ତି ଆକାଶ ପାଠକ । ଏହାକୁ ବାଦ ଦେଲେ ଟାଟା କମ୍ପାନୀରେ ଆକାଶ ଚାକିରୀ କରିଥିଲେ କି ନାହିଁ ସେ ବିଷୟରେ ବି ପୁଲିସ ଛାନଭିନ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking