38.1 C
Bhubaneswar
Friday, April 26, 2024
Homeଓଡିଶାଟ୍ରକ୍ ଧକ୍କାରେ ଦମ୍ପତି ମୃତ

ଟ୍ରକ୍ ଧକ୍କାରେ ଦମ୍ପତି ମୃତ

କଣ୍ଟାବାଞ୍ଜି : ଟ୍ରକ୍ ଧକ୍କାରେ ଦମ୍ପତି ମୃତ । ବାଇକ୍‌କୁ ଧକ୍କା ଦେଲା ଟ୍ରକ୍କ । ଚାଲିଗଲା ଦମ୍ପତିଙ୍କ ଜୀବନ । ତୁରେଇକେଲା ଥାନା ଗଇନ୍ଦୀମାଲ ଗାଁ’ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକ୍‌କୁ ସାମ୍ନାରୁ ପିଟିଲା ଟ୍ରକ । ଘଟଣାରସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡ଼ିଛି । ଦମ୍ପତି ଗଇନ୍ଦୀମାଲ ଗାଁ’ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରୁ ଟକ୍ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇଁ ପୋଲିସ ଘଟଣାରସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।

କାର୍ ଧକ୍କାରେ ଆଈ, ନାତି ଓ ନାତୁଣୀର ଚାଲିଗଲା ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking