35.1 C
Bhubaneswar
Tuesday, April 23, 2024
Homeଓଡିଶାଅନୁଗୁଳକାର୍ ଧକ୍କାରେ ଆଈ, ନାତି ଓ ନାତୁଣୀର ଚାଲିଗଲା ଜୀବନ

କାର୍ ଧକ୍କାରେ ଆଈ, ନାତି ଓ ନାତୁଣୀର ଚାଲିଗଲା ଜୀବନ

ତାଳଚେର୍‌: ନିଶାସକ୍ତ ଯୁବକର କାର୍ ଧକ୍କାରେ ଚାଲିଗଲା ୩ ଜୀବନ । ଘଟଣା ସ୍ଥଳରେ ଆଈ, ନାତି ଓ ନାତୁଣୀର ମୃତ୍ୟୁ । ଅନୁଗୁଳ ଜିଲ୍ଲା ତାଳଚେର୍ ବ୍ଲକ୍ ବିକ୍ରମପୁର ଥାନା ଗୋପରା ଗାଁ’ରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗାଁ’ ଦାଣ୍ଡରେ ଖେଳୁଥିବା ବେଳେ ଧକ୍କା ଦେଲା କାର୍ । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ନିଶାସକ୍ତ କାର୍ ଚାଳକୁ ଗ୍ରାମବାସୀମାନ ଅଟକ ରଖିଛନ୍ତି । ଖବର ପାଇଁ ଘଟଣାରସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉତେଜିତ ଲୋକଙ୍କ କବଳରୁ କାର୍ ଚାଳକକୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚ୍ଚରା କରୁଛି । ଏହି ଘଟଣାକୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking