କାର୍ ଧକ୍କାରେ ଆଈ, ନାତି ଓ ନାତୁଣୀର ଚାଲିଗଲା ଜୀବନ

ତାଳଚେର୍‌: ନିଶାସକ୍ତ ଯୁବକର କାର୍ ଧକ୍କାରେ ଚାଲିଗଲା ୩ ଜୀବନ । ଘଟଣା ସ୍ଥଳରେ ଆଈ, ନାତି ଓ ନାତୁଣୀର ମୃତ୍ୟୁ । ଅନୁଗୁଳ ଜିଲ୍ଲା ତାଳଚେର୍ ବ୍ଲକ୍ ବିକ୍ରମପୁର ଥାନା ଗୋପରା ଗାଁ’ରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗାଁ’ ଦାଣ୍ଡରେ ଖେଳୁଥିବା ବେଳେ ଧକ୍କା ଦେଲା କାର୍ । ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । ନିଶାସକ୍ତ କାର୍ ଚାଳକୁ ଗ୍ରାମବାସୀମାନ ଅଟକ ରଖିଛନ୍ତି । ଖବର ପାଇଁ ଘଟଣାରସ୍ଥଳରେ … Continue reading କାର୍ ଧକ୍କାରେ ଆଈ, ନାତି ଓ ନାତୁଣୀର ଚାଲିଗଲା ଜୀବନ