34.1 C
Bhubaneswar
Thursday, May 9, 2024
Homeମିଜୋରାମ ବିଧାନସଭା ନିର୍ବାଚନ-2023ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ...

ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି

ଆଇଜାୱଲ : ଆସନ୍ତା ନଭେମ୍ବର ମାସରେ ଦେଶରେ ୨ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ କଂଗ୍ରେସ ବିଜେପ ପ୍ରାର୍ଥୀ ଘୋଷଣା ଆରମ୍ଭ କରି ଦେଇଛନ୍ତି । ଏହି କ୍ରମରେ ଆମ ଆଦମୀ ପାର୍ଟି ମ ପ୍ରାର୍ଥୀ ଘୋଷଣା କରିଛି । ସିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ଆମ ଆଦମୀ ପାର୍ଟି । ପ୍ରଥମ ପର୍ଯ୍ୟାୟରେ 4ଜଣ ଯୋଦ୍ଧାଙ୍କ ନାମ ଘୋଷଣା କରିଛି ଆପ୍ । ନଭେମ୍ବର 7 ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଆପ 4 ଜଣିଆ ପାର୍ଥୀ ତାରିକା ଜାରି କରିଛି । ଏହାର ତୃତୀୟ ନର୍ଥ ପାଇଁ ଅନଙ୍କୁ ଭାରରେମକିମ୍ବା ଏକର ପଶ୍ଚିମ ପାଇଁ ଭାନାଲାଇମାର୍ସି ଭଡାଙ୍କ ଏକକ ତୃତୀୟ ପଶ୍ଚିମ ପାଇଁ କୋସେଫ ନାଇଥାଇପାରିମା ଓ ଜ୍ୟାଇ ସାରଥ ପାଇଁ ଭାଲଙ୍କ ସାହାନ ଯାଦୁଆଙ୍କୁ ପ୍ରାର୍ଥୀ କରିଛି ଆଉ । କଂଗ୍ରେସ ସୋମବାର ମିଜୋରାମ ବିଧାନସଭା ନିର୍ବାଚନ ପାଇଁ 39 ଜଣିଆ ପ୍ରାର୍ଥୀ ତାଲିକା ଚାରି କରିଥିଲା । ମିଜୋରାମ ବିଧାନସଭା କାର୍ଯ୍ୟକାଳ 2023 ଡିସେମ୍ବର ତରେ ଶେଷ ହେବ । ଗତ 2018 ବିଧାନସଭା ନିର୍ବାଚନରେ ରାଜ୍ୟରେ ମିନୋ ନ୍ୟାସନାଲ ଫଣ୍ଟ ବାଜି ମାରି ସରକାର ଗଠନ କରିଥିଲା । ଲାଲମଙ୍ଗ ମୁଖ୍ୟମନ୍ନୀ ହୋଇଥିଲେ । ପୂର୍ବଭୋଇ ରାଜ୍ୟରେ ଏମଏନଏସ୍ କ୍ଷମତାରେ ରହିଛି | ପ୍ରକାଶ ଥାଉ କି, ଆସତ୍ରା ମାସର ଓ ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜନୈତିକ ଦଳ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ବିଧାନସଭା ନିର୍ବାଚନ ହେଳାକୁ ଥୁବା ମଧୁଦେଶ, ଛତିଶଗଡ, ତେଲେଙ୍ଗାନା, ମିଜୋରାମ ଓ ରାଜସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ? ତାରିଖରୁ ଭୋଟ ଆରମ୍ଭ ହେବ । ଏନେଇ ଏହି 5 ରାଜ୍ୟ ଘସୁ କହୁଛନ୍ତି ରାଜନୈତିକ ଦଳ । ନିକୋଲାସରେ ଏକ ଆସନରେ ନମ୍ବର ? ତାରିଖରେ ଭୋଟ ଗ୍ରହଣ (ହେବ । ମିଳା ଲାମରେ 4.13 ଲେ ପୁରୁଷ ଭୋଟର ଓ 4.39 ମୋଟର ଉପୂଜା ବେଳକ 50, 611ଜଣ ପ୍ରଥମ ଅଇ ଲାଗି ଛୋଡ ଦେ । ଡିସେମ୍ବଣ୍ଡ ୨ ପାଖରେ ସମଗ୍ର ଓ ରାଜ୍ୟର ଜନାଦେସ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking